Doubtnut Promotions Sticky

ଚୁମ୍ବକୀୟ କ୍ଷେତ୍ରରେଖା ଗୁଡ଼ିକ ପରସ୍ପରକୁ ଛେଦ କଲେ କ'ଣ ହୁଅନ୍ତା ?

A

ଚୁମ୍ବକ କ୍ଷେତ୍ରର ପରିମାଣ ଶୂନ ହୁଅନ୍ତା

B

ସେଠାରେ କମ୍ଫାସ ସୂଚୀ ଏକ ସମୟରେ ଉତ୍ତର - ଦକ୍ଷିଣ ଦୁଇଟି ଯାକ ଦିଗ ଦର୍ଶାଉଥାଆନ୍ତା

C

ଚୁମ୍ବକ କ୍ଷେତ୍ରର ତୀବ୍ରାତା ବଡ଼ନ୍ତା

D

ଚୁମ୍ବକ କ୍ଷେତ୍ରର ତୀବ୍ରତା କମିବ

Text Solution
Verified by Experts

The correct Answer is:B

|