Doubtnut Promotions Sticky

ଏକ ବିଦ୍ୟୁତ ସ୍ରୋତଧାରୀ ଏକ ପରବାହୀକୁ ଏକ ଚୁମ୍ବକ କ୍ଷେତ୍ର ମଧ୍ୟରେ କିପରି ରଖିଲେ ପରିବାହୀ ଉପରେ ସର୍ବାଧିକ ବଳ କାର୍ଯ୍ୟକାରୀ ହେବ ?

A

ଚୁମ୍ବକ କ୍ଷେତ୍ର ମଧ୍ୟରେ ପରିବାହୀକୁ ସାମନ୍ତର ଭାବେ ରଖିଲେ !

B

ଚୁମ୍ବକ କ୍ଷେତ୍ର ମଧ୍ୟରେ ପରିବାହୀକୁ ଅସମାନ୍ତର ଭାବେ ରଖିଲେ!

C

ଏକ ବିଦ୍ୟୁତସ୍ରୋତଧାରୀ ପରିବାହୀକୁ ଏକ ଚୁମ୍ବକକ୍ଷେତ୍ର ମଧ୍ୟରେ ଲମ୍ବଭାବେ ରଖିଲେ !

D

ବିଦ୍ୟୁତ ପ୍ରବାହୀ ପରିବାହୀ ଓ ଚୁମ୍ବକ କ୍ଷେତ୍ରର ଦିଗ ସମାନ ହେଲେ !

Text Solution
Verified by Experts

The correct Answer is:C

Doubtnut Promotions Banner
|