Doubtnut Promotions Sticky

ଏକ ବୃତ୍ତର 16 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ଗୋଟିଏ ଜ୍ୟା ଏକ ବ୍ୟାସାର୍ଦ୍ଧ ¯¯¯¯¯¯OP ଦ୍ବାରା D ବିନ୍ଦୁରେ ସମଦ୍ବିଖଣ୍ଡିତ ହୁଏ । ବୃତ୍ତର ବ୍ୟାସାର୍ଦ୍ଧ 10 ସେ.ମି. ହେଲେ OD ର ଦୈର୍ଘ୍ୟ କେତେ ସେ.ମି. ?

A

6

B

7

C

8

D

9

Text Solution
Verified by Experts

The correct Answer is:A

Doubtnut Promotions Banner
|
Updated on:21/07/2023

Similar Questions