Doubtnut Promotions Sticky

30°c ତାପମାତ୍ରାରେ ଥିବା ୧ ଲିଟର୍ ପାଣି ସହିତ 50°c ତାପମାତ୍ରା ରେ ଥିବା 1/2 ଲିଟର ପାଣି ମିଶାଗଲା। ତେବେ ଏହି ମିଶ୍ରଣର ସର୍ବଶେଷ ତାପମାତ୍ରା।

A

20°c ରୁ କମ୍।

B

50°c ରୁ ବେଶୀ।

C

80°c ହେବ।

D

30°c ରୁ ବେଶୀ ଓ 50°c ରୁ କମ୍।

Text Solution
Verified by Experts

30°c ରୁ ବେଶୀ ଓ 50°c ରୁ କମ୍।

Doubtnut Promotions Banner
|