Doubtnut Promotions Sticky

ଖଣ୍ଡିଆ ହୋଇ ରକ୍ତ ବାହାରିଲେ କ୍ଷତ ଟିସୁ ଓ ଭଗ୍ନ ଅଣୁଚକ୍ରିକା ବାୟୁର ସଂସ୍ପର୍ଶରେ ଆସିବା ଫଳରେ କ୍ଷତ ସ୍ଥାନ ରେ ______ନାମକ ଏକ ଲିପୋପ୍ରୋଟିନ ସୃଷ୍ଟି ହୁଏ |

A

ପ୍ରଥ୍ରୋମ୍ବିନ

B

ଫାଇବ୍ରିନ

C

ଥ୍ରୋମ୍ବୋପ୍ଲାଷ୍ଟିନ

D

ଥ୍ରୋମ୍ବିନ

Text Solution
Verified by Experts

The correct Answer is:C

Doubtnut Promotions Banner
|