Doubtnut Promotions Sticky

ଅତିଶୀତଳ ବାୟୁରେ ମେରୁଭାଲୁ ବଞ୍ଚିପାରେ,ଏହି ତଥ୍ୟ ସମ୍ପର୍କୀତ ଠିକ ଶବ୍ଦ ପୁଞ୍ଜ ନିମ୍ନରୁ ବାଛ।

A

ଧଳାଲୋମ,ଚର୍ମତଳେ ଚର୍ବି,ଘ୍ରାଣ ଶକ୍ତି।

B

ପତଳା ଚର୍ମ,ବଡ ଆଖି,ଧଳା ଲୋମ।

C

ଲମ୍ବାଲାଞ୍ଜ,ଦୃଢପଞ୍ଝା,ଧଳାପଞ୍ଝା

D

ଧଳା ଶରୀର ,ପହଁରିବା ପାଇଁ ପାଦ,ଗାଲିସି।

Text Solution
Verified by Experts

ଧଳା ଶରୀର ,ପହଁରିବା ପାଇଁ ପାଦ,ଗାଲିସି।

Doubtnut Promotions Banner
|