Doubtnut Promotions Sticky

ଗୋଟିଏ ବା ଦୁଇଟି ଶବ୍ଦରେ ଉତ୍ତର ଦିଅ ।
କେଉଁ ପ୍ରକାର ଟିସୁ ଉଦ୍ଭିଦର କାଣ୍ଡ ଓ ଚେରର ଅଗ୍ରଭାଗରେ ଦେଖାଯାଏ ? ଏହାର ବିଭାଜନ ଦ୍ୱାରା କାଣ୍ଡ ଓ ଚେରର ବୃଦ୍ଧି ଘଟି ଶାଖା ପ୍ରଶାଖା ସୃଷ୍ଟି ହୁଏ ।

Text Solution
Verified by Experts

The correct Answer is:ପ୍ରାଥମିକ ମେରିଷ୍ଟେମ୍

Doubtnut Promotions Banner
|