Doubtnut Promotions Sticky

ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।
ଶବ୍ଦ ପ୍ରଦୂଷଣର କୁପ୍ରଭାବ କ’ଣ ?

Text Solution
Verified by Experts

The correct Answer is:ଶବ୍ଦ ପ୍ରଦୂଷଣର କୁପ୍ରଭାବଗୁଡିକ ହେଲା -ସ୍ନାୟୁଗତ ଦୁର୍ବଳତା, ମସ୍ତିଷ୍କ ନଷ୍ଟ, ଶ୍ରବଣ ଶକ୍ତି ହ୍ରାସ, କାର୍ଯ୍ୟଦକ୍ଷତା ହ୍ରାସ, ନିଦ୍ରାହୀନତା ଓ ପାକସ୍ଥଳୀ ଅସୁସ୍ଥତା ଆଦି ରୋଗ ।

Doubtnut Promotions Banner
|
Updated on:21/07/2023