Doubtnut Promotions Sticky

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ମୋଟା ଫିତା ଥିବା ବ୍ୟାଗ୍ ଅପେକ୍ଷା ପତଳା ଫିତା ଥିବା ବ୍ୟାଗକୁ କାନ୍ଧରେ ବୋହିବା କାହିଁକି କଷ୍ଟକର ?

Text Solution
Verified by Experts

The correct Answer is:ପତଳା ଫିତା ବିଶିଷ୍ଟ ବ୍ୟାଗର ଫିତାର ପୃଷ୍ଠକ୍ଷେତ୍ରଫଳ ମୋଟା ଫିତା ଠାରୁ କମ୍ । ତେଣୁ ଚାପ ଅଧିକ ।ତେଣୁ ଏହାକୁ ବୋହିବା।କଷ୍ଟକର ।

Doubtnut Promotions Banner
|