Doubtnut Promotions Sticky

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ଗୋଟିଏ ବସ୍ତୁର ସମୟ- ବେଗ ଗ୍ରାଫ୍ ଏକ ସରଳରେଖା ଏବଂ ସମୟ ଅକ୍ଷ ସହ ସମାନ୍ତର । ବସ୍ତୁର ଗତି ବିଷୟରେ ତୁମେ କ’ଣ କହିପାରିବ ?

Text Solution
Verified by Experts

The correct Answer is:ବସ୍ତୁର ସମୟ- ବେଗ ଗ୍ରାଫ୍ ଏକ ସରଳରେଖା ଏବଂ ସମୟ ଅକ୍ଷ ସହ ସମାନ୍ତର ଅର୍ଥ ସମୟ ପରିବର୍ତ୍ତନରେ ବସ୍ତୁର ବେଗ ସମାନ, ତେଣୁ ବସ୍ତୁଟି ସମଗତିରେ ଗତିଶୀଳ ।

Doubtnut Promotions Banner
|
Updated on:21/07/2023

Similar Questions