Doubtnut Promotions Sticky

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ଗୋଟିଏ ବସ୍ତୁର ସମୟ- ଦୂରତା ଗ୍ରାଫ୍ ସମୟ ଅକ୍ଷ ସହ ସମାନ୍ତର ହୋଇଥିଲେ, ତାହାର ଗତି କ’ଣ ହୋଇପାରେ ବୋଲି ତୁମେ ଭାବୁଛ ?

Text Solution
Verified by Experts

The correct Answer is:ସମୟ- ଦୂରତା ଗ୍ରାଫ୍ ସମୟ ଅକ୍ଷ ସହ ସମାନ୍ତର ହେବା ଅର୍ଥ ସମୟ ପରିବର୍ତ୍ତନ ହେଲେ ଦୂରତା ସ୍ଥିର ଅର୍ଥ ବସ୍ତୁଟି ସ୍ଥିର ।

Doubtnut Promotions Banner
|