Question

ରୋଗୀଟି ______ ଆରୋଗ୍ୟ ଲାଭ କରୁଛି । (ଦିଆଯାଇଥିବା ଉପଯୁକ୍ତ ଶବ୍ଦଦ୍ୱାରା ଶୂନ୍ୟସ୍ଥାନ ପୂରଣ କର ।)

A

ଘନଘନ

B

ମୁହୁର୍ମୁହୁଃ

C

ପୁନଃପୁନଃ

D

ଆସ୍ତେଆସ୍ତେ ।

Text Solution
Verified by Experts

ସଠିକ୍ ଉତ୍ତର ହେଉଛି- ଆସ୍ତେଆସ୍ତେ

Key Points

ଯଥାର୍ଥତା:

Additional Information

Updated on:21/07/2023