Question

ଜଟାରୁ ବାବାଜୀ ଜଣାଗଲା । ବାକ୍ୟରେ ଥିବା 'ଜଟାରୁ' କେଉଁ ବିଭକ୍ତି ?

A

ପ୍ରଥମା

B

ସପ୍ତମୀ

C

ପଞ୍ଚମୀ

D

ଷଷ୍ଠି

Text Solution
Verified by Experts

3) ପଞ୍ଚମୀ ବିଭକ୍ତି ସଠିକ୍‍ ଉତ୍ତର

ଯଥାର୍ଥତା :

Additional Information

ଅପାଦାନ କାରକରେ , ହେତୁ ଅର୍ଥରେ , ଭିନ୍ନ ବା ଅଲଗା ବୁଝାଇଲେ , ତୁଳନାତ୍ମକ ଅର୍ଥରେ ଉତ୍କର୍ଷ ବା ଅପକର୍ଷ ବୁଝାଇଲେ , ଯେଉଁଠାରୁ ଦିଗ ନିର୍ଣ୍ଣୀତ ହୁଏ , ମାର୍ଗ ଓ କାଳର ପରିବ୍ୟାପ୍ତରେ ,ରକ୍ଷାର୍ଥ ଓ ପରାଜୟ ଆଦି ଶବ୍ଦ ଯୋଗରେ ୫ମୀ ବିଭକ୍ତି ହୁଏ