Question

Instructions: Read the following sentences in Odia quoted from a piece of narrative and pick out its most appropriate English version from the four options given below each of them as A, B, C & D. ତଥାପି, ବହୁବିଧ ସଂସ୍କୃତି ଓ ପରମ୍ପରାର ସଙ୍ଗମସ୍ଥଳ ଓଡିଶାର ଲୋକମାନେ ଏସବୁ ଚାପସମୂହକୁ ପ୍ରତିରୋଧକରି ଯୁଗ ଯୁଗଧରି ନିଜସ୍ବ ସଂସ୍କୃତି ଓ ପରମ୍ପରାର ନିରନ୍ତର ଅଭିବୃଦ୍ଧି କରିଚାଲିଛନ୍ତି ।

A

Yet, the people of Odisha which is a melting pot of various cultures have protested all these storms and made their own culture continually flourish.

B

Yet, the people of Odisha, a melting pot of various cultures and traditions, have withstood all these pressures and made their own culture and tradition continually flourish through the ages.

C

On the other hand, the people of Odisha, a melting pot of various traditions, have withstood all these pressures and made their own tradition always flourish.

D

However, Odisha being a meeting zone of various cultures and traditions, its citizens have stood against all these forces and made their own culture and tradition survive through the ages.

Text Solution
Verified by Experts

ସଠିକ ଉତ୍ତର ହେଉଛି ''Yet, the people of Odisha, a melting pot of various cultures and traditions, have withstood all these pressures and made their own culture and tradition continually flourish through the ages.'' 

ଯଥାର୍ଥତା:​

  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ ବା ଭାଷାନ୍ତର କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ​ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''ତଥାପି, ବହୁବିଧ ସଂସ୍କୃତି ଓ ପରମ୍ପରାର ସଙ୍ଗମସ୍ଥଳ ଓଡିଶାର ଲୋକମାନେ ଏସବୁ ଚାପସମୂହକୁ ପ୍ରତିରୋଧକରି ଯୁଗ ଯୁଗଧରି ନିଜସ୍ବ ସଂସ୍କୃତି ଓ ପରମ୍ପରାର ନିରନ୍ତର ଅଭିବୃଦ୍ଧି କରିଚାଲିଛନ୍ତି । .'' -
  • ଇଂରାଜୀ ସାହିତ୍ୟ ଅନୁଯାୟୀ ବାକ୍ୟଟିକୁ ଯଦି ଆମେ ଆକ୍ଷରିକ ରୂପେ ଭାଷାନ୍ତର କରିବା ତେବେ; 'Yet, the people of Odisha, a melting pot of various cultures and traditions, have withstood all these pressures and made their own culture and tradition continually flourish through the ages.' ରେ ପରିଣତ ହେବ।  

Updated on:21/07/2023