Question

Instructions: Read the following sentences in Odia quoted from a piece of narrative and pick out its most appropriate English version from the four options given below each of them as A, B, C & D. ଓଡିଶାର ଲୋକମାନେ ବହୁମୂଲ୍ୟ ସଂସ୍କୃତି ଏବଂ ଉଚ୍ଚ ପରମ୍ପରା ସମ୍ପନ୍ନ ଅଟନ୍ତି ।

A

The public of Odisha are in possession of valuable culture and big tradition.

B

The people of Odisha are endowed with rich culture and high tradition.

C

The citizen of Odisha have been gifted with rich culture and high tradition.

D

The citizen of Odisha are owners of rich culture and high tradition.

Text Solution
Verified by Experts

ସଠିକ ଉତ୍ତର ହେଉଛି ''The people of Odisha are endowed with rich culture and high tradition.'' 

ଯଥାର୍ଥତା:​

  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ ବା ଭାଷାନ୍ତର କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ​ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''ଓଡିଶାର ଲୋକମାନେ ବହୁମୂଲ୍ୟ ସଂସ୍କୃତି ଏବଂ ଉଚ୍ଚ ପରମ୍ପରା ସମ୍ପନ୍ନ ଅଟନ୍ତି ।'' -
  • ଇଂରାଜୀ ସାହିତ୍ୟ ଅନୁଯାୟୀ ବାକ୍ୟଟିକୁ ଯଦି ଆମେ ଆକ୍ଷରିକ ରୂପେ ଭାଷାନ୍ତର କରିବା ତେବେ; 'The people of Odisha are endowed with rich culture and high tradition.' ରେ ପରିଣତ ହେବ।  

Updated on:21/07/2023