‘ଶରୀର'ର ସମାର୍ଥବୋଧକ ଶବ୍ଦଟି ବାଛ?
ରମା
ଘନ
ବଲ୍ଲୀ
କାୟ
ରମା
ଘନ
ବଲ୍ଲୀ
କାୟ
ସଠିକ ଉତ୍ତର ହେଉଛି "କାୟ"।
Key Points
ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।
ଏ ପ୍ରକାର ଶବ୍ଦମାନଙ୍କୁ 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ' ବା 'ସମାର୍ଥବୋଧକ ଶବ୍ଦ' କୁହାଯାଏ।
ଯଥାର୍ଥତା:
ଆମ ଭାଷାରେ ଏହି 'ପ୍ରତିଶବ୍ଦ' ବା 'ସମାର୍ଥବୋଧକ ଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ'ଗୁଡ଼ିକ ଦୈନଦିନ ଭାବରେ ପ୍ରଚଳିତ ଓ ବ୍ୟବହୃତ।
ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ, ଓଡ଼ିଆ ଶବ୍ଦକୋଷ ଅନୁଯାୟୀ 'କାୟ' କହିଲେ 'ଶରୀର ବା ଦେହ'।
ସଂସ୍କୃତ ଶବ୍ଦକୋଷ ଅନୁଯାୟୀ - 'କାୟ' - ଚି ଧାତୁ = ଏକତ୍ର କରିବା + କର୍ମ - ଅ; ଅଥବା କ = ବ୍ରହ୍ମା + ଇ ଧାତୁ = ଗମନ କରିବା + କର୍ତ୍ତୃ - ଅ।
ସୁତରାଂ ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'କାୟ' ଶବ୍ଦଟି 'ଶରୀର' ଶବ୍ଦଟିର ଅଭିଧାନିକ ଅର୍ଥକୁ ସୂଚାରୁରୂପେ ପ୍ରତିପାଦନ କରୁଥିବା ହେତୁ ଏହା ସମାର୍ଥବୋଧକ ବା ପର୍ଯ୍ୟାୟବାଚୀ ବା ପ୍ରତିଶବ୍ଦ।
Additional Information
ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ 'ବଲ୍ଲୀ - ବ୍ରତତୀ; ଲତା' ଏବଂ 'ରମା - ଲକ୍ଷ୍ମୀ; ପ୍ରିୟା; ସ୍ତ୍ରୀ; କାନ୍ତା' ।
'ଘନ - ଯାହା ଗାଢ଼ ରଙ୍ଗର; ଦୃଢ଼; କଠିନ; ବହଳିଆ ଲମ୍ବା,ଚଉଡା ତଥା ଉଚ୍ଚାରେ ସମାନଥିବା ଏପରି ଆକୃତି ବିଶିଷ୍ଟ ଗୋଟିଏ ବସ୍ତୁ'।