Question

Instructions: Read the following sentences in Odia quoted from a piece of narrative and pick out its most appropriate English version from the four options given below each of them as A, B, C & D. ପୁରୀଠାରେ ଜଗନ୍ନାଥ ଉପାସନା ପଦ୍ଧତି, ଶ୍ରୀଚୈତନ୍ୟଙ୍କ ବୈଷ୍ଣବ ଉପାସନା ପଦ୍ଧତି ଏବଂ ବୌଦ୍ଧ ଧର୍ମର ଅଭ୍ୟୁଦୟ ଏବଂ ଅଭିବୃଦ୍ଧି ଘଟିଅଛି ।

A

The Jagannath rituals, the Vaishnav rites of Sri Chaitanya Dev and Buddhism were perished at Puri.

B

The Jagannath culture, the Vaishnav culture of Sri Chaitanya Dev and Buddhism flourished at Puri.

C

The Jagannath cult, the Vaishnav cult of Sri Chaitanya Dev and Buddhism have moled and moulded at Puri.

D

The Jagannath religion, the Vaishnavism of Sri Chaitanya Dev and Buddhism have started and expanded at Puri.

Text Solution
Verified by Experts

ସଠିକ ଉତ୍ତର ହେଉଛି ''The Jagannath cult, the Vaishnav cult of Sri Chaitanya Dev and Buddhism have moled and moulded at Puri.'' 

ଯଥାର୍ଥତା:​

  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ ବା ଭାଷାନ୍ତର କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ​ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''ପୁରୀଠାରେ ଜଗନ୍ନାଥ ଉପାସନା ପଦ୍ଧତି, ଶ୍ରୀଚୈତନ୍ୟଙ୍କ ବୈଷ୍ଣବ ଉପାସନା ପଦ୍ଧତି ଏବଂ ବୌଦ୍ଧ ଧର୍ମର ଅଭ୍ୟୁଦୟ ଏବଂ ଅଭିବୃଦ୍ଧି ଘଟିଅଛି । '' -
  • ଇଂରାଜୀ ସାହିତ୍ୟ ଅନୁଯାୟୀ ବାକ୍ୟଟିକୁ ଯଦି ଆମେ ଆକ୍ଷରିକ ରୂପେ ଭାଷାନ୍ତର କରିବା ତେବେ; 'The Jagannath cult, the Vaishnav cult of Sri Chaitanya Dev and Buddhism have moled and moulded at Puri.​' ରେ ପରିଣତ ହେବ।