ଏକ ବୃତ୍ତର କେନ୍ଦ୍ର ଠ, ବୃତ୍ତ ବହିଃସୁ P ଏକ ବିନ୍ଦୁ ଏବଂ ଉକ୍ତ ବୃତ୍ତର ଏକ ସ୍ପର୍ଶକଖଣ୍ଡ ହେଲେ m angle OTP =__ l
The correct Answer is:C
Similar Questions
ଏକ ବୃତ୍ତର କେନ୍ଦ୍ର 0 | କୈଣସି ଏକ ବିନ୍ଦୁ P ବୃତ୍ତର ସମତଳରେ ଓ ଏହାର ବହିର୍ଦ୍ଦେଶରେ ଅବସ୍ଥିତ ଏବଂ ¯¯¯¯¯¯PT ଉକ୍ତ ବୃତ୍ତର ଏକ ସ୍ପର୍ଶକ ଖଣ୍ଡ ହେଲେ m∠OTP କେତେ ହେବ ?
View Solutionଦତ୍ତ ବୃତ୍ତରେ ¯¯¯¯¯¯PTଏକ ସ୍ପର୍ଶକ ଖଣ୍ଡ | mArcAXT=80∘ହେଲେ m∠ATPକେତେ ହେବ ?
View SolutionS1ଓS2ଦୁଇଟିଏକକେନ୍ଦ୍ରିକବୃତ୍ତ∣∣overline (PS), S_1 ବୃତ୍ତର ଏକ ଜ୍ୟା ଏବଂ S_2 ବୃତ୍ତର ଏକ ସ୍ପର୍ଶକ | PM =5ସେ. ମି ହେଲେ PS =କେତେ ସେ. ମି ହେବ ?
View Solutionଦତ୍ତ ଚିତ୍ରରେ ¯¯¯¯¯¯PTଏକ ସ୍ପର୍ଶକ ଖଣ୍ଡ | PA=8ସେ. ମି, AB=10ସେ. ମି ହେଲେ ¯¯¯¯¯¯PTର ଦୈର୍ଘ୍ୟ କେତେ ସେ. ମି ?
View Solution-3, x,9........ ଏକ A. P. ହେଲେ x ର ମୂଲ୍ୟ କେତେ ?
View SolutionABCDଚତୁର୍ଭୁଜରoverline (AB), overline (BC),overline (CD)ଓoverline(DA)ବାହୁମାନଙ୍କର ମଧ୍ୟବିନ୍ଦୁ ଯଥାକ୍ରମେ P, Q, R, ଓ S | ତେବେ PQRS ଏକ କେଉଁ ପ୍ରକାର କ୍ଷେତ୍ର ?
View Solutionଏକ ବୃତ୍ତର କେନ୍ଦ୍ର ଠ, ବୃତ୍ତର ବହିଃସୁ ଏକ ବିନ୍ଦୁ P ଏବଂ ¯¯¯¯¯¯PT ଉକ୍ତ ବୃତ୍ତ ପ୍ରତି ଏକ ସ୍ପର୍ଶକଖଣ୍ଡ ହେଲେ m angle TOP + m angle TPO କେତେ ?
View Solution