Doubtnut Promotions Sticky

ଏକ ପରିପଥର ବିଭବାନ୍ତର 60V ଥିବାବେଳେ ସେରହିରେ 2A ବିଦ୍ୟୁତ ସ୍ରୋତ ପ୍ରବାହ ହେଉଥିଲା । ଯଦି ସେହି ପରିପଥର ବିଭବାନ୍ତରକୁ 180V କୁ ବଢ଼ାଯାଏ ତେବେ ବିଦ୍ୟୁତ ପ୍ରବାହ କେତେ ହେବ ?

A

4A

B

2A

C

6A

D

8A

Text Solution
Verified by Experts

The correct Answer is:C

Doubtnut Promotions Banner
|